ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର ! ପେଟିଏମ ଦେଉଛି ଚାକିରୀ, ଖୋଲିବ ଆହୁରୀ ଲକ୍ଷେ ଶାଖା !!!!!! - JOKES of the DAY

Breaking

Breaking News

Post Top Ad

Post Top Ad

Tuesday, 5 December 2017

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର ! ପେଟିଏମ ଦେଉଛି ଚାକିରୀ, ଖୋଲିବ ଆହୁରୀ ଲକ୍ଷେ ଶାଖା !!!!!!

Pic Source Google


ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତର ମୋବାଇଲ-ୱାଲେଟ୍ କଂପାନୀ ତଥା ପେଟିଏମ ଦେବାକୁ ଯାଉଛି ପାଖାପାଖି ୧୦ ହଜାର ଚାକିରୀ । କଂପାନୀର ଯୋଜନା ରହିଛି ଏକ ଲକ୍ଷ ନୂଆ ଶାଖାକୁ ସାରା ଦେଶରେ ଖୋଲିବା ଏବଂ ଗ୍ରାହକଙ୍କୁ କେୱାଇସି କରିବା ଉଦ୍ଦେଶ୍ୟରେ କଂପାନୀକୁ ଅଧିକ କର୍ମରଚାରୀଙ୍କର ଆବଶ୍ୟକତା ରହିଛି ଆଉ ଏହାକୁ ଦୃଷ୍ଟିରେ ରଖି ପେଟିଏମ ୧୦ ହଜାର ଅସ୍ଥାୟୀ କରମଚାରୀଙ୍କୁ ହାୟର କରିବାକୁ ଯାଉଛି ।
ସୂଚନା ମୁତାବକ, ପେଟିଏମ ନିଜକୁ ପେମେଂଟ୍ସ ବ୍ୟାଙ୍କରେ ପରିବର୍ତ୍ତନ ହେବାକୁ ଲାଗିଛି । କଂପାନୀ ୩ବର୍ଷ ମଧ୍ୟରେ ୫୦ କୋଟି ଫୁଲ-କେୱାଇସ ଗ୍ରାହକଙ୍କ ନିକଟରେ ପହଂଚିବାକୁ ଟାଗେର୍ଟ ରଖିଛି । ପେଟିଏମ ପେମେଂଟ ବ୍ୟାଙ୍କର ସିଇଓ ରେଣୁ ସତ୍ତିଙ୍କ କହିବା କଥା ହେଲା, ଆମ ନିକଟରେ ୧୦ ହଜାର ଏଜେଂଟ ରହିଛନ୍ତି । ଯାହାକି କେୱାଇସି ନର୍ମସ୍ ପୁରଣ କରିବାରେ ଗ୍ରାହକଙ୍କ ସାହାର୍ୟ୍ୟ କରୁଛନ୍ତି । ଏହାବ୍ୟତୀତ ଫିଜିକାଲ କେୱାଇସିର କ୍ଷମତା ବୃଦ୍ଧି କରିବା ପାଇଁ ଆମେ ୨ ମାସରେ ୧୦ ହଜାର ଏବଂ ଏଜେଂଟ ହାୟର କାରିବା ପାଇଁ ଯୋଜନା ପ୍ରସ୍ତୁତ କରିଛୁ ।

ଅନ୍ୟପଟେ, ମାବୋଇଲ ୱାଲେଟ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମାବଳୀ କାରଣରୁ ଷ୍ଟାଣ୍ଡାଲୋନ ମୋବାଇଲ ୱାଲେଟର କେୱାଇସିର କଠିନ ନର୍ମସ୍ ଏବଂ ଆଡିସନାଲ ରେଗ୍ୟୁଲେଟରୀ ରିକ୍ୱାରମେଂଟର ପାଳନ କରିବାକୁ ହେବ । ଯାହାଦ୍ୱାରା ତାଙ୍କର ସ୍ଥିତି ପାଳନ କରିବାକୁ ପଡିବ । ଯେଉଁଥିରେ ତାଙ୍କର ସ୍ଥିତି ଦୁର୍ବଳ ହୋଇଯିବ ।
ଏଠାରେ ଆମେ କହି ରଖୁଛୁ କି, ଆରବିଆଇ ଗତ ସପ୍ତାହରେ ମୋବାଇଲ ୱାଲେଟ ୟୁଜର୍ସଙ୍କ ପାଇଁ ଫୁଲ କେୱାଇସ ନମର୍ସ ଜରୁରୀ କରିଛନ୍ତି । କୋର୍ଟ ମଧ୍ୟ ପିପିଆଇ ଲାଇସେନ୍ସର ଆବେଦନ ପାଇଁ ସର୍ବନିମ୍ନ ନେଟୱର୍ଥକୁ ମଧ୍ୟ ବୃଦ୍ଧି କରିଛି ।

No comments:

Post Top Ad